୨.୧ · ପଲିନୋମିଆଲ୍ର ଶୂନ ଓ ସମୀକରଣର ମୂଳ
a, b, c ବାସ୍ତବ ସଂଖ୍ୟା ଓ a ≠ 0 ହେଲେ ax²+bx+c=0 ଦ୍ୱିଘାତ ସମୀକରଣ। ଏଠାରେ b ବା c ଶୂନ ହୋଇପାରେ।
ଯେଉଁ ମାନରେ ପଲିନୋମିଆଲ୍ର ମୂଲ୍ୟ ଶୂନ ସେହି ମାନ ସମୀକରଣର ମୂଳ। ପୁସ୍ତକର x²−5x+6ରେ x=3 ବସାଇଲେ 9−15+6=0।
ଉତ୍ପାଦକରେ ଲେଖିଲେ (x−2)(x−3)=0 ହେତୁ 2 ଓ 3 ଉଭୟ ମୂଳ।