୧. ମିଲି ଓ ଲିମାଙ୍କ ଟେନିସ୍ ଖେଳରେ ମିଲିଙ୍କ ଜିତିବା ସମ୍ଭାବ୍ୟତା 0.62। ଲିମାଙ୍କ ହାରିବା ସମ୍ଭାବ୍ୟତା କେତେ?
ଉତ୍ତର ଦେଖନ୍ତୁ
- ଖେଳର ଦୁଇ ପକ୍ଷ ମିଲି ଓ ଲିମା।
- ମିଲି ଜିତିବା ଓ ଲିମା ହାରିବା ଏକା ଫଳକୁ ବୁଝାଏ। ତେଣୁ ମୂଳ ମାନକୁ 1 ରୁ ବିୟୋଗ କରିବା ଦରକାର ନାହିଁ।
0.62।
ସମ୍ଭାବ୍ୟତା
0.62।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୨, ପ୍ରଶ୍ନ ୨a (୫ ନମ୍ବର)
ଧଳା 5/12, ଲାଲ 1/3, କଳା 1/4, ଧଳା ନ ମିଳିବା 7/12।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୨, ଭାଗ ୨, ପ୍ରଶ୍ନ ୧b (୫ ନମ୍ବର)
କ୍ରମେ 4/15, 7/15, 11/15।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୨, ପ୍ରଶ୍ନ ୧a (୫ ନମ୍ବର)
କ୍ରମେ 6/19, 8/19, 14/19।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୪, ଭାଗ ୨, ପ୍ରଶ୍ନ ୩a · ବିକଳ୍ପ ୧ (୫ ନମ୍ବର)
କ୍ରମେ 8/23, 9/23, 17/23।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୨, ପ୍ରଶ୍ନ ୨b · ବିକଳ୍ପ ୧ (୫ ନମ୍ବର)
କ୍ରମେ 10/27, 10/27, 20/27।