ଅନୁବାଦ ପ୍ରକରଣ

ବର୍ଣ୍ଣନାମୂଳକ ପ୍ରଶ୍ନ

ମୂଳ PDF ଖୋଲନ୍ତୁ

୧. କଥୋପକଥନ ଅନୁବାଦ ବେଳେ ବକ୍ତାଙ୍କ ନାମ ରଖିବାର ଲାଭ କ’ଣ?

ଉତ୍ତର ଦେଖନ୍ତୁ

କିଏ ପ୍ରଶ୍ନ କରୁଛି, କିଏ ଉତ୍ତର ଦେଉଛି ଓ ସେମାନଙ୍କ ମଧ୍ୟରେ କି ସମ୍ପର୍କ ତାହା ଜଣାପଡ଼େ। ସେହି ଅନୁସାରେ ସମ୍ବୋଧନ ଓ ସ୍ୱର ବାଛିହୁଏ।

odia/odia-grammar/chapter 4/chapter.pdf · ପୃଷ୍ଠା ୪