୧. “ଯେଉଁମାନେ ବୃଥାରେ ସମୟ କାଟନ୍ତି” କାହିଁକି ଖଣ୍ଡବାକ୍ୟ?
ଉତ୍ତର ଦେଖନ୍ତୁ
ଏଥିରେ କର୍ତ୍ତା ଓ କ୍ରିୟା ରହିଛି। କିନ୍ତୁ ସେମାନଙ୍କ ବିଷୟରେ କ’ଣ କୁହାଯାଉଛି ତାହା ଜାଣିବା ପାଇଁ ଆଉ ଏକ ଅଂଶ ଆବଶ୍ୟକ।
ବାକ୍ୟ ବିଚାର