୧. ବସ୍ରୁ ଓହ୍ଲାଇବା ବେଳେ ନଟବରଙ୍କର କି ଦ୍ୱିଧା ଥିଲା?
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- ରବି ପଟ୍ଟନାୟକଙ୍କ ଗଳ୍ପରେ ବୋଉର ଅସୁସ୍ଥତାର ଖବର ପାଇ ନଟବର ଗାଁକୁ ଫେରୁଛନ୍ତି। ପ୍ରଥମ ବସ୍ ଛାଡ଼ିଯାଇଛି, ବୈଶାଖ ଖରା ବଢ଼ୁଛି। (ପାଠର ପୃ. ୧–୨)
ଉତ୍ତର
ପ୍ରଥମ ବସ୍ ଛାଡ଼ି ଦେବାରୁ ଗାଁ ପାଖରେ ପହଞ୍ଚିଲାବେଳକୁ ଏଗାରଟା। ବୈଶାଖର ଡହଡହ ଖରାରେ ପାଦରେ ଗାଁକୁ ଯିବେ କି ଅପେକ୍ଷା କରିବେ, ସେକଥା ଭାବୁଥିଲେ।
ଅସୁସ୍ଥ ବୋଉର ଖବର ତାଙ୍କୁ ବି ଅସ୍ଥିର କରୁଥିଲା।