ଜନ୍ମଭୂମି

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ତଣ୍ଡୁଳ

ଚାଉଳ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୨. ପରିମଳ

ସୁବାସ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୩. ବିପାକ

ବିପଦ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୪. ପ୍ରତ୍ୟୟ

ବିଶ୍ୱାସ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୫. ଅଭ୍ରଂକଷ

ଆକାଶଛୁଆଁ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୬. କିରୀଟିନୀ

ମୁକୁଟମଣ୍ଡିତା।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୭. ଜାତିସ୍ମର

ପୂର୍ବଜନ୍ମ ସ୍ମରଣ କରିପାରୁଥିବା ବ୍ୟକ୍ତି।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୮. କର୍ଣ୍ଣଧାର

ମଙ୍ଗ ଧରୁଥିବା ଲୋକ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୯. ଆଭିଜାତ୍ୟ

ସମ୍ଭ୍ରାନ୍ତପଣିଆ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୦. ଏରକାର ବନ

ଶରବଣ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୧. ଶ୍ରମଜୀବୀ

ଶ୍ରମ କରି ଜୀବିକା ଚଳାଉଥିବା ବ୍ୟକ୍ତି।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୨. ଅନାଗତ

ଭବିଷ୍ୟତ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୩. ଗାଥା

କାହାଣୀ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୪. ଅବାଞ୍ଛିତ

ଯାହା ଆମେ ଚାହୁଁନା।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୫. ପଦପଲ୍ଲବ

କଅଁଳ ପତ୍ର ପରି କୋମଳ ପାଦ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୬. ପ୍ରଭାସତୀର୍ଥ

ଦ୍ୱାରକା ନିକଟର ତୀର୍ଥ।

odia/sahitya-sindhu/chapter 7/chapter.pdf · ପୃଷ୍ଠା ୫

୧୭. ସ୍ତୂପୀକୃତ

ଥାକ ଥାକ ହୋଇ ଜମିଥିବା।