୧. ‘ବିକଚ ରାଜୀବ-ଦୃଶା’ର ଉପଯୁକ୍ତ ଅର୍ଥ କ’ଣ?
(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର
(ଖ) ପ୍ରସ୍ଫୁଟିତ ପଦ୍ମଫୁଲର ପାଖୁଡ଼ା ସଦୃଶ ଆଖି ଯାହାର
(ଗ) ପ୍ରସ୍ଫୁଟିତ ପଦ୍ମଫୁଲର ସୌନ୍ଦର୍ଯ୍ୟ ଯୁକ୍ତ ଆଖି ଯାହାର
(ଘ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ମୁଖ ଯାହାର
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- ‘ବିକଚ’ ଅର୍ଥ ଫୁଟିଥିବା, ‘ରାଜୀବ’ ପଦ୍ମ। ଏ ଦୁଇ ପଦର ଅର୍ଥ ମିଳାଇଲେ ଆଖିର ସୌନ୍ଦର୍ଯ୍ୟ ପାଇଁ ବ୍ୟବହୃତ ତୁଳନା ଧରାପଡ଼େ।
ଉତ୍ତର
କ — ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖି ଯାହାର।