ମଙ୍ଗଳେ ଅଇଲା ଉଷା

ଶବ୍ଦାର୍ଥ

ମୂଳ PDF ଖୋଲନ୍ତୁ

୧. ନୀହାର

ଶିଶିର।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୧

୨. ରାଜୀବ

ପଦ୍ମ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୧

୩. କଳକଣ୍ଠ

କୋଇଲି।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୪. କଳିଙ୍ଗ

କଜଳପାତି ଚଢ଼େଇ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୫. ଉଟଜ

କୁଡ଼ିଆ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୬. ତାପସ

ମୁନି।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୭. ପାଟ ମାଗଧ

ଶ୍ରେଷ୍ଠ ଭାଟ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୮. ତମସା

ଆଶ୍ରମ ନିକଟର ନଦୀ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୯. ଆଗମନଶଂସୀ

ଆସିବାର ସୂଚକ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୧୦. ଅରୁଣ କଷାୟ ବାସ

ଲାଲ (ଅରୁଣ) ରଙ୍ଗର କଷାୟ ବସ୍ତ୍ର।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୧୧. ବୈକୁଣ୍ଠେ

ବିଷ୍ଣୁଙ୍କ ଧାମରେ।

odia/sahitya-sindhu/chapter 4/chapter.pdf · ପୃଷ୍ଠା ୪

୧୨. ଅନନ୍ତ

ବାସୁକୀ।