ଟିପ୍ପଣୀ ଓ ଚିଠା ପ୍ରସ୍ତୁତି

ବର୍ଣ୍ଣନାମୂଳକ ପ୍ରଶ୍ନ

ମୂଳ PDF ଖୋଲନ୍ତୁ

୧. ସରକାରୀ ନଥିରେ ଭାବପ୍ରବଣ ବର୍ଣ୍ଣନାର ଅସୁବିଧା କ’ଣ?

ଉତ୍ତର ଦେଖନ୍ତୁ

ନଥିର ଲକ୍ଷ୍ୟ ହେଉଛି ତଥ୍ୟ, ମତ ଓ ନିଷ୍ପତ୍ତି ସ୍ପଷ୍ଟ କରିବା। ଅତ୍ୟଧିକ ଅଳଙ୍କାର ବା ଭାବପ୍ରବଣ ବର୍ଣ୍ଣନାରେ ଆବଶ୍ୟକ ତଥ୍ୟ ଅସ୍ପଷ୍ଟ ହୋଇପାରେ।

ସରଳ ଓ ସଂଯତ ଭାଷା ଏହି ଅସୁବିଧା ଦୂର କରେ।

odia/odia-grammar/chapter 7/chapter.pdf · ପୃଷ୍ଠା ୧