୧. ଦୁଇଟି ପଦାର୍ଥରେ ହାଇଡ୍ରୋଜେନ୍ ଥିଲେ ଉଭୟ ଅମ୍ଳ ହେବା ଆବଶ୍ୟକ କି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୨, ପ୍ରଶ୍ନ ୨ (ଖ) (୩ ନମ୍ବର)
ଉତ୍ତର ଦେଖନ୍ତୁ
ଜଳରେ ଦ୍ରବୀଭୂତ ହେଲେ H⁺ ଦେବା ଅମ୍ଳୀୟ ଧର୍ମର ଆଧାର। ଗ୍ଲୁକୋଜ୍ ଓ ଆଲ୍କହଲ୍ରେ ହାଇଡ୍ରୋଜେନ୍ ଥିଲେ ମଧ୍ୟ ଏମାନେ ଜଳରେ ଏପରି H⁺ ଦିଅନ୍ତି ନାହିଁ।