୧. ପରିସ୍ରୁତ ତରଳର ସବୁଟା ମୂତ୍ରରେ ବାହାରିଯାଏ କି? ବୁଝାଅ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୨, ପ୍ରଶ୍ନ ୫ (କ) (୩ ନମ୍ବର)
ଉତ୍ତର ଦେଖନ୍ତୁ
ନେଫ୍ରନ୍ର ନଳିକା ଦେଇ ଗଲାବେଳେ ଗ୍ଲୁକୋଜ୍, ଆବଶ୍ୟକ ଲବଣ ଓ ବହୁ ଜଳ ପୁନଃଶୋଷିତ ହୁଏ। ତେଣୁ ପ୍ରଥମ ପରିସ୍ରୁତ ତରଳ ଓ ଶେଷ ମୂତ୍ରର ପରିମାଣ ଏବଂ ଗଠନ ଭିନ୍ନ।