୧. ଆଧୁନିକ ପର୍ଯ୍ୟାୟ ସାରଣୀରେ ମୌଳିକର କ୍ରମ କେଉଁ ରାଶି ଦ୍ୱାରା ସ୍ଥିର ହୁଏ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୫ (୧ ନମ୍ବର)
- ପରମାଣୁ ବସ୍ତୁତ୍ୱ
- ବସ୍ତୁର ଘନତା
- ନ୍ୟୁଟ୍ରନ୍ ସଂଖ୍ୟା
- ପରମାଣୁ କ୍ରମାଙ୍କ
ଉତ୍ତର ଦେଖନ୍ତୁ
D. ପରମାଣୁ କ୍ରମାଙ୍କ
ପରମାଣୁ କ୍ରମାଙ୍କର ବର୍ଦ୍ଧିତ କ୍ରମରେ ମୌଳିକମାନଙ୍କୁ ସଜାଯାଏ।