୧. ଜଣେ ସଦସ୍ୟଙ୍କ ମୃତ୍ୟୁରୁ ଆସନ ଖାଲି ହେଲେ କେଉଁ ନିର୍ବାଚନ ହେବ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୧୮ (୧ ନମ୍ବର)
- ପରୋକ୍ଷ ରାଷ୍ଟ୍ରପତି ନିର୍ବାଚନ
- ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ
- ସାଧାରଣ ନିର୍ବାଚନ
- ଉପ-ନିର୍ବାଚନ
ଉତ୍ତର ଦେଖନ୍ତୁ
D. ଉପ-ନିର୍ବାଚନ
ସଭା ଚାଲୁ ରହେ। ଖାଲି ଆସନଟି ପୂରଣ ହୁଏ।