1 (i). ଆର୍ଥିକ ବିକାଶ କହିଲେ କ’ଣ ବୁଝ?
ଉତ୍ତର ଦେଖନ୍ତୁ
ବ୍ୟାଖ୍ୟା
- କୌଣସି ଦେଶର ମୋଟ ଆୟ ବଢ଼ିଥିଲେ ପ୍ରଥମେ କେତେ ଲୋକ ସେ ଆୟ ଉପରେ ନିର୍ଭର କରୁଛନ୍ତି ଦେଖ। ତା’ପରେ ଲୋକଙ୍କ ଜୀବନଯାପନରେ ଉନ୍ନତି ଆସିଛି କି ନାହିଁ ବିଚାର କର।
ଉତ୍ତର
ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବଢ଼ିବା ସହ ଲୋକଙ୍କ ଜୀବନଧାରଣର ମାନ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ହେବାକୁ ଆର୍ଥିକ ବିକାଶ କୁହାଯାଏ।