୧. ମୋଟ ଜାତୀୟ ଆୟକୁ କାହା ଦ୍ୱାରା ଭାଗ କଲେ ମୁଣ୍ଡପିଛା ଆୟ ମିଳେ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୪୭ (୧ ନମ୍ବର)
- ଜମିର କ୍ଷେତ୍ରଫଳ
- ଜନସଂଖ୍ୟା
- ରପ୍ତାନିର ମୂଲ୍ୟ
- ବର୍ଷ ସଂଖ୍ୟା
ଉତ୍ତର ଦେଖନ୍ତୁ
B. ଜନସଂଖ୍ୟା
ମୁଣ୍ଡପିଛା ଆୟ ହେଉଛି ଜଣପିଛା ହାରାହାରି ଆୟ।
ଆର୍ଥନୀତିକ ବିକାଶ
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୪୭ (୧ ନମ୍ବର)
B. ଜନସଂଖ୍ୟା
ମୁଣ୍ଡପିଛା ଆୟ ହେଉଛି ଜଣପିଛା ହାରାହାରି ଆୟ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୨, ଭାଗ ୧, ପ୍ରଶ୍ନ ୪୪ (୧ ନମ୍ବର)
B. ମିଶ୍ର ଅର୍ଥନୀତି
ସରକାରୀ ଓ ଘରୋଇ ଉଭୟ କ୍ଷେତ୍ର ଏକାଠି କାମ କରୁଥିବା ବ୍ୟବସ୍ଥା — ମିଶ୍ର ଅର୍ଥନୀତି।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୨, ଭାଗ ୧, ପ୍ରଶ୍ନ ୪୫ (୧ ନମ୍ବର)
C. ଦେଶର ମୋଟ ଜାତୀୟ ଆୟକୁ ଜନସଂଖ୍ୟାରେ ଭାଗ କରି ମିଳୁଥିବା ମାନ
ମୁଣ୍ଡପିଛା ଆୟ — ଦେଶର ମୋଟ ଜାତୀୟ ଆୟକୁ ଜନସଂଖ୍ୟାରେ ଭାଗ କରି ମିଳୁଥିବା ମାନ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୧, ପ୍ରଶ୍ନ ୪୪ (୧ ନମ୍ବର)
B. ଉଦାରୀକରଣ
ଆର୍ଥିକ କାର୍ଯ୍ୟ ଉପରେ ପ୍ରଚଳିତ କଟକଣା କୋହଳ କରିବା — ଉଦାରୀକରଣ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୧, ପ୍ରଶ୍ନ ୪୫ (୧ ନମ୍ବର)
D. ବର୍ଷକର ଦ୍ରବ୍ୟ ଓ ସେବାର ମୂଲ୍ୟ ସହ ବହିରାଗତ ଆୟର ସମଷ୍ଟି
ମୋଟ ଜାତୀୟ ଆୟ — ବର୍ଷକର ଦ୍ରବ୍ୟ ଓ ସେବାର ମୂଲ୍ୟ ସହ ବହିରାଗତ ଆୟର ସମଷ୍ଟି।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୪, ଭାଗ ୧, ପ୍ରଶ୍ନ ୪୪ (୧ ନମ୍ବର)
B. ମୁଣ୍ଡପିଛା ଆୟ
ଦେଶର ମୋଟ ଜାତୀୟ ଆୟକୁ ଜନସଂଖ୍ୟାରେ ଭାଗ କରି ମିଳୁଥିବା ମାନ — ମୁଣ୍ଡପିଛା ଆୟ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୪, ଭାଗ ୧, ପ୍ରଶ୍ନ ୪୫ (୧ ନମ୍ବର)
C. ସରକାରୀ ଓ ଘରୋଇ ଉଭୟ କ୍ଷେତ୍ର ଏକାଠି କାମ କରୁଥିବା ବ୍ୟବସ୍ଥା
ମିଶ୍ର ଅର୍ଥନୀତି — ସରକାରୀ ଓ ଘରୋଇ ଉଭୟ କ୍ଷେତ୍ର ଏକାଠି କାମ କରୁଥିବା ବ୍ୟବସ୍ଥା।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୧, ପ୍ରଶ୍ନ ୪୪ (୧ ନମ୍ବର)
C. ମୋଟ ଜାତୀୟ ଆୟ
ବର୍ଷକର ଦ୍ରବ୍ୟ ଓ ସେବାର ମୂଲ୍ୟ ସହ ବହିରାଗତ ଆୟର ସମଷ୍ଟି — ମୋଟ ଜାତୀୟ ଆୟ।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୧, ପ୍ରଶ୍ନ ୪୫ (୧ ନମ୍ବର)
B. ଆର୍ଥିକ କାର୍ଯ୍ୟ ଉପରେ ପ୍ରଚଳିତ କଟକଣା କୋହଳ କରିବା
ଉଦାରୀକରଣ — ଆର୍ଥିକ କାର୍ଯ୍ୟ ଉପରେ ପ୍ରଚଳିତ କଟକଣା କୋହଳ କରିବା।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୩, ଭାଗ ୧, ପ୍ରଶ୍ନ ୪୯ (୧ ନମ୍ବର)
C. ଯାହାର ଜନସଂଖ୍ୟା କମ୍
ମୁଣ୍ଡପିଛା ଆୟ ପାଇଁ ମୋଟ ଆୟକୁ ଜନସଂଖ୍ୟାରେ ଭାଗ କରାଯାଏ। ଏଠାରେ ଛୋଟ ଭାଜକରେ ଭାଗଫଳ ବଡ଼।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୧, ପ୍ରଶ୍ନ ୪୨ (୧ ନମ୍ବର)
D. ମିଶ୍ର ଅର୍ଥନୀତି
ଉତ୍ପାଦନ ଓ ସେବାରେ ସରକାରୀ ଏବଂ ଘରୋଇ, ଉଭୟ କ୍ଷେତ୍ର ରହିଥିବାରୁ ଏହା ମିଶ୍ର ଅର୍ଥନୀତି।
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୫, ଭାଗ ୧, ପ୍ରଶ୍ନ ୨୮ (୧ ନମ୍ବର)
D. ଉଦାରୀକରଣ
ଉଦାରୀକରଣରେ ଆର୍ଥିକ କାର୍ଯ୍ୟ ପାଇଁ ପୂର୍ବର କେତେକ କଟକଣା କୋହଳ କରାଯାଏ।