୧. ଜମିରେ ଲାଗିଥିବା ଦୁଇ ଜଣ ଅନ୍ୟ କାମକୁ ଗଲେ ମଧ୍ୟ ଅମଳ ସମାନ ରହିଲା। ଏହା କେଉଁ ଅବସ୍ଥା?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୫୦ (୧ ନମ୍ବର)
- ଦରବୃଦ୍ଧି
- ପ୍ରଚ୍ଛନ୍ନ ବେକାରୀ
- ଖାଉଟି ସଚେତନତା
- ପାଇକାରୀ ଦର
ଉତ୍ତର ଦେଖନ୍ତୁ
B. ପ୍ରଚ୍ଛନ୍ନ ବେକାରୀ
ଦୁଇ ଜଣଙ୍କ ଶ୍ରମ ହଟିଲେ ଉତ୍ପାଦନ ନ କମିବା ଦରକାରଠାରୁ ଅଧିକ ଶ୍ରମ ଲାଗିଥିବାର ସୂଚନା।