୧. ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ନୀତିରେ ହସ୍ତକ୍ଷେପ ନ କରିବା କାହାର ଉଦାହରଣ?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୨୪ (୧ ନମ୍ବର)
- ଉପନିବେଶବାଦ
- ବର୍ଣ୍ଣବୈଷମ୍ୟ
- ଶୀତଳ ଯୁଦ୍ଧ
- ପଞ୍ଚଶୀଳ
ଉତ୍ତର ଦେଖନ୍ତୁ
D. ପଞ୍ଚଶୀଳ
ଅନ୍ୟ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନ କରିବା ପଞ୍ଚଶୀଳର ଗୋଟିଏ ନୀତି।