୧. ଅଳ୍ପ ଲୋକସଂଖ୍ୟା ଥିବା ଗାଁକୁ ବିଦ୍ୟୁତ୍ ପହଞ୍ଚାଇବା ପାଇଁ ରାଜ୍ୟର ଯୋଜନା କେଉଁଟି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୧୨ (୧ ନମ୍ବର)
- ହୀରାକୁଦ ଯୋଜନା
- ଗଡ଼ଜାତ ମିଶ୍ରଣ
- ବିଜୁ ଗ୍ରାମଜ୍ୟୋତି
- କ୍ଷୁଦ୍ର ଶିଳ୍ପ ନିଗମ
ଉତ୍ତର ଦେଖନ୍ତୁ
C. ବିଜୁ ଗ୍ରାମଜ୍ୟୋତି
୨୦୦୭ରେ ରାଜ୍ୟ ସରକାର ବିଜୁ ଗ୍ରାମଜ୍ୟୋତି ଯୋଜନା ଆରମ୍ଭ କଲେ।