୧. ବର୍ଷାଦିନର ଜଳ ରଖି ଶୁଖିଲା ସମୟରେ ବ୍ୟବହାର କରିବା କେଉଁ ପଦ୍ଧତି?
ଆଦର୍ଶ ପ୍ରଶ୍ନପତ୍ର · ସେଟ୍ ୧, ଭାଗ ୧, ପ୍ରଶ୍ନ ୩୩ (୧ ନମ୍ବର)
- ବୃଷ୍ଟିଜଳ ଅମଳ
- ଖଣିଜ ଉତ୍ତୋଳନ
- ମୃତ୍ତିକା କ୍ଷୟ
- ଅତ୍ୟଧିକ ପଶୁଚାରଣ
ଉତ୍ତର ଦେଖନ୍ତୁ
A. ବୃଷ୍ଟିଜଳ ଅମଳ
ବୃଷ୍ଟିଜଳ ଅମଳରେ ସ୍ଥାନୀୟ ବର୍ଷାଜଳକୁ ସଂଗ୍ରହ ଓ ସଂରକ୍ଷଣ କରାଯାଏ।